ଛାତ୍ରୀଙ୍କୁ ପ୍ରଫେସର୍‌ଙ୍କ ନିର୍ଯାତନା : ଆଭ୍ୟନ୍ତରୀଣ କମିଟି କରି ଘଟଣା ଚାପିବାକୁ ଉଦ୍ୟମ

ଭୁବନେଶ୍ୱର: ଛାତ୍ରୀମାନଙ୍କୁ ପ୍ରଫେସରଙ୍କ ଯୌନ ନିର୍ଯାତନା। ପ୍ରଫେସର ଜଣକ ରାତିରେ ଛାତ୍ରୀମାନଙ୍କୁ ଅଶ୍ଳୀଳ ମେସେଜ୍‌ ପଠାଉଛନ୍ତି। ଛାତ୍ରୀଙ୍କ ରୂପଗୁଣର ପ୍ରଶଂସା କରୁଛନ୍ତି। ଖଣ୍ଡଗିରି ଥାନା ଅଧୀନ ଭୁବନେଶ୍ୱରର ଏକ ପ୍ରତିଷ୍ଠିତ ସରକାରୀ କଲେଜର ଜଣେ ପ୍ରଫେସର ଛାତ୍ରୀମାନଙ୍କୁ ଏଭଳି ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ଏକାଧିକ ଛାତ୍ରୀ ଏନେଇ ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ କରିବା ପରେ କର୍ତୃପକ୍ଷ ଏକ ଆଭ୍ୟନ୍ତରୀଣ କମିଟି ଗଠନ କରି ତଦନ୍ତ ଆରମ୍ଭ କରିଛନ୍ତି। ଘଟଣାର … Continue reading ଛାତ୍ରୀଙ୍କୁ ପ୍ରଫେସର୍‌ଙ୍କ ନିର୍ଯାତନା : ଆଭ୍ୟନ୍ତରୀଣ କମିଟି କରି ଘଟଣା ଚାପିବାକୁ ଉଦ୍ୟମ